Jump to content

ବଚନ ଲକ୍ଷିତା

ଉଇକିଅଭିଧାନ‌ରୁ

ବଚନ ଲକ୍ଷିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (୩ୟା ତତ୍)

[ସମ୍ପାଦନା]

କାବ୍ୟୋକ୍ତ ନାୟିକା— କଥାବାର୍ତ୍ତାରୁ ଉପପତିଠାରେ ଥିବା ପ୍ରେମ ପରିଲକ୍ଷିତ ହୁଏ —An epithet of a class of mistresses in love-stories whose attachment to the paramours kis indicated by their speech.