Jump to content

ବଚନ ଶୂର

ଉଇକିଅଭିଧାନ‌ରୁ

ବଚନ ଶୂର

ଉଚ୍ଚାରଣ

[ସମ୍ପାଦନା]

(ବାହୁଶୂର—ବିପରୀତ)

ସଂସ୍କୃତ - ବିଶେଷଣ - (ତୃତୀୟ ତତ୍; ବଚନ+ଶୂର)

[ସମ୍ପାଦନା]

ଯେ କେବଳ ବାକ୍ୟରେ ବୀରତ୍ୱ ପ୍ରକାଶ କରେ; ବାକ୍ୟବୀର —A person who shows bravery in words only.