Jump to content

ବଚସ୍କର

ଉଇକିଅଭିଧାନ‌ରୁ

ବଚସ୍କର

ଉଚ୍ଚାରଣ

[ସମ୍ପାଦନା]
(ବଚସ୍କରୀ—ସ୍ତ୍ରୀ) 

(ବଚସ୍କରତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଚସ୍+ କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଆଜ୍ଞା ପାଳନ —୧. Obedient.
୨. ଅଧୀନ —୨. Subordinate.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କହିବା ଲୋକ; କଥକ; ବକ୍ତା — Reporter; speaker; lecturer.

ବଚସ୍କର ମୁନି ଯେହୁ ସୁବାହ ବଳେ ସୁବାହୁ ନାଶି ଭିତି ବିନା ଭୂତିଭୂଷା ଭଞ୍ଜ, ବୈଦେହୀଶବିଳାସ