Jump to content

ବଚୁଆ

ଉଇକିଅଭିଧାନ‌ରୁ

ବଚୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାକ; ବାଚା)

[ସମ୍ପାଦନା]

ଏକପ୍ରକାର ଧଳା ଅଶଳ୍ଳୀ ମାଛ —

ଅନୁବାଦ

[ସମ୍ପାଦନା]
A kind of small thin sweet water fish without scales; Entropiichthys Vacha.

[ଦ୍ରଷ୍ଟବ୍ୟ —ଏହା ମଧୁର ପାଣିରେ ରହେ; ଲମ୍ୱରେ ମୁଠୁଣିଏ ପର୍ଯ୍ୟନ୍ତ ବଢ଼େ; ଦେଖିବାକୁ ବାଳିଆ ମାଛ ପରି; ଏହାର ନିଶ ୮ଟା; ବୈଦ୍ୟକ ମତରେ ଏହା ମଧୁର ରସ, ସ୍ନିଗ୍ଧ, ଶ୍ଳେଷ୍ମକର ଓ ବାତ ପିତ୍ତ ନାଶକ]