Jump to content

ବଚ୍ଛ

ଉଇକିଅଭିଧାନ‌ରୁ

ବଚ୍ଛ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବତ୍ସ)

[ସମ୍ପାଦନା]
୧. ବତ୍ସ —୧. Infant.

ସାତ କଳ୍ପର ସମ ବଚ୍ଛ, ଗୁଣେ ଧ୍ରୁବକୁ ହେଲେ ଓଚ୍ଛ ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ

[ଦ୍ରଷ୍ଟବ୍ୟ —ସଂସ୍କୃତରେ 'ତ୍ସ' ଭାଷାରେ ସାଧାରଣତଃ 'ଚ୍ଛ' ଉଚ୍ଚାରିତ ହୁଏ]

୨. (ସଂସ୍କୃତ - ବକ୍ଷଃ) ବକ୍ଷ —୨. Breast.

ଶ୍ରୀବତ୍ସ ବଛ ବନମାଳ, ହୃଦୟ ପରମ ଦୟାଳ ଭୂପତି. ପ୍ରେମପଞ୍ଚାମୃତ

୩. ବୃକ୍ଷ —୩. Tree.

ବଛର ଶିଖରେ ଦେଖି ଏମନ୍ତେ ରୀତି ଦୁଃଖ ଭରେ ସଖୀ ଆଗେ ପୁଣି କହନ୍ତି ପ୍ରାଚୀ. ରସରବାରିଧି