Jump to content

ବଛାବଛି ପରୀକ୍ଷା

ଉଇକିଅଭିଧାନ‌ରୁ

ବଛାବଛି ପରୀକ୍ଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଟେଷ୍ଟ୍ ପରୀକ୍ଷା; କୌଣସି ବିଦ୍ୟାଳୟରେ ପଢୁଥିବା ଛାତ୍ରମାନଙ୍କ ମଧ୍ୟରୁ ଶେଷ ପରୀକ୍ଷାକୁ ଯିବାର ଉପଯୁକ୍ତ ଛାତ୍ରଙ୍କୁ ବାଛି ବାହାର କରିବା ନିମନ୍ତେ ଯେଉଁ ପରୀକ୍ଷା ଦିଆଯାଏ — The test examination.