ବଛାଳି
ଦେଖଣା
ବଛାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଛାଳି
|
ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ପୁଂ ଓ ସ୍ତ୍ରୀ)
[ସମ୍ପାଦନା]- ୧. ଯେ ବାଛିବା କ୍ରିୟା କରେ — ୧. Selector; separater
- ୨. ଯେଉଁଲୋକ ଧାନ ବିଲରୁ ଘାସ ଓପାଡ଼େ — ୨. One who weeds out grass erc from paddy or other crop fields.