ବଜାଏ
ଦେଖଣା
ବଜାଏ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବଜା= ଉଚିତ୍; ଫାରାସୀ - ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ)
[ସମ୍ପାଦନା]- ୧. ଅବିକଳ —୧. Exact; tallying.
- ୨. ପୂର୍ବବତ୍ ରକ୍ଷିତ —୨. Placed in the same position as before.
- ୩. ଅପରିବର୍ତ୍ତିତ —୩. Unchanged; unmodified.
- ୪. (କୌଣସି ଆଦେଶ ବା କଥା) ପାଳିତ ହେବା; କାଏମ୍ — ୪. Upheld; carried out.
ସମସ୍ତଙ୍କର ମତ ବଜାଏ ରଖି କାର୍ଯ୍ୟ କରିବା ଅଭିପ୍ରାୟରେ ଏହିପରି ସ୍ଥିର କରା ଯାଇଅଛି ଭିକାରୀ ସଂସାରଚିତ୍ର