Jump to content

ବଜାରୀ

ଉଇକିଅଭିଧାନ‌ରୁ

ବଜାରୀ

ଉଚ୍ଚାରଣ

[ସମ୍ପାଦନା]

(ବଜାରିଆ—ଅନ୍ୟରୂପ)

(ବଜାରୁଣୀ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳିବିଶେଷ)

[ସମ୍ପାଦନା]
୧. ସହରବାସୀ (ଲୋକ) — ୧. (person) Living in a town.
୨. ନୀତିଭ୍ରଷ୍ଟ; ନୀଚ ଓ ଦୁଷ୍ଟ (ଲୋକ) — ୨. Vile; wicked (person).
୩. ଅଭଦ୍ର —୩. Ignoble; uncivile.
୪. ଇତର (ବ୍ୟକ୍ତି) — ୪. Vulgar (person).
୫. ନିକୃଷ୍ଟ (ବସ୍ତୁ) —୫. Inferior (article).

ଅନୁବାଦ

[ସମ୍ପାଦନା]

(ବିପରୀତ—ଫରମାସୀ)

୬. ନିକୃଷ୍ଟ ଉପକରଣରେ ପ୍ରସ୍ତୁତ ଓ ବଜାରରେ ଅଳ୍ପ ଦାମରେ ମିଳୁଥିବା (ପଣ୍ୟଦ୍ରବ୍ୟ) —୬. (a commodity) Which is made of inferior materials and is of low price.