ବଜାର ସଉଦା
ମନୁଷ୍ୟର ଦୈନିକ ବ୍ୟବହାର୍ଯ୍ୟ ଖାଦ୍ୟାଦିର ଉପକରଣ ପଣ୍ୟଦ୍ରବ୍ୟ (ଯଥା, ଡ଼ାଲି, ଚାଉଳ. ହାଣ୍ଡି, କାଠ, ପରିବା ତେଲ, ଲୁଣ) —Commodites which are the daily necessaries and are available in an ordinary market.