ବଜାୟ ରଖିବା
ଦେଖଣା
ବଜାୟ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଜାୟ ରଖିବା
|
ଦେଶଜ - କ୍ରି. (ଫାରାସୀ - ବଜା)
[ସମ୍ପାଦନା]- ୧. (କଥା ବା ଆଦେଶ) ରକ୍ଷା କରିବା; ପାଳନ କରିବା; କାଏମ୍ ରଖିବା —୧. To carry out up- hold.
- ୨. ପୂର୍ବ ପରି ଅକ୍ଷୁର୍ଣ୍ଣ ରଖିବା —୨. To keep a thing intact as before.
ବଜାୟ ରଖିବା
ଦେଶଜ - କ୍ରି.
[ସମ୍ପାଦନା]ପୂର୍ବର ବିଷୟ ଅକ୍ଷୁର୍ଣ୍ଣ ରହିବାର ଉପାୟ କରିବା
ବନ୍ଧକ, ବନ୍ଧାରଖିବା ===
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଋଣର ଯାମିନ୍ ସ୍ୱରୂପ ସମ୍ପତ୍ତି ଆଦି ମହାଜନର ଅଧିକାରରେ ସ୍ଥାପନ କରିବା