ବଜା ବଜି
ଦେଖଣା
ବଜା ବଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଜା ବଜି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅନ୍ୟୋଽନ୍ୟରେ ଆଘାତ ବା ସ୍ପର୍ଶ କରିବା — Touching or striking each other.
ଅଶ୍ୱତ୍ଥାମା ଭୀମଙ୍କ କାଣ୍ଡେ ବଜାବଜି ହୁଅନ୍ତେ ଜାତ ଦେଲା ଜାତବେଦ ରାଜି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
ବିଶେଷ୍ୟ -
[ସମ୍ପାଦନା]- ୧. ବାଦନ କରିବା —୧. Striking.
- ୨. ସ୍ପର୍ଶ କରିବା —୨. Touching.