Jump to content

ବଜ୍ରଦନ୍ତ

ଉଇକିଅଭିଧାନ‌ରୁ

ବଜ୍ରଦନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବଜ୍ରପରି କଠିନ ଦନ୍ତ ଯାହାର)

[ସମ୍ପାଦନା]

ବଜ୍ରପରି କଠିନ ଦନ୍ତବିଶିଷ୍ଟ — Having very hard teeth.

ବିଶେଷ୍ୟ -

[ସମ୍ପାଦନା]
୧. ଶୂକର —୧. Hog.
୨. ବରାହ —୨. Boar.
୩. ହସ୍ତୀ —୩. Elephant.
୪. ମୂଷିକ —୩. Mouse.