Jump to content

ବଜ୍ରାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ବଜ୍ରାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନେପାଳୀ ବୌଦ୍ଧମାନଙ୍କ ମତରେ ତାନ୍ତ୍ରିକ ବୌଦ୍ଧ ଆଚାର୍ଯ୍ୟ, ଯାହାକୁ ତିବ୍ଦତରେ ଲାମା କହନ୍ତି — The great Buddhist priest, the Lama.

[ଦ୍ରଷ୍ଟବ୍ୟ —ଏ ଗୃହସ୍ଥ ହୁଅନ୍ତି ଓ ପରିବାର ସହ ବିହାରରେ ବାସ କରି ପାରନ୍ତି ନେପାଳ ଓ ତିବ୍ୱତରେ ଏହାଙ୍କର ଖୁବ୍ ସମ୍ମାନ୍, (ହିନ୍ଦୀ - ଶବ୍ଦସାଗର)]