Jump to content

ବଜ୍ରାସନ

ଉଇକିଅଭିଧାନ‌ରୁ

ବଜ୍ରାସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବଜ୍ର+ଆସନ)

[ସମ୍ପାଦନା]

ହଠ ଯୋଗର ଆସନ ବିଶେଷ — A kind of posture in j̄oga exercise.

[ଦ୍ରଷ୍ଟବ୍ୟ —ଏଥିରେ ଗୁହ୍ୟ ଓ ଲିଙ୍ଗ ମଧ୍ୟସ୍ଥ ସ୍ଥାନକୁ ବାଆଁ ଗୋଡ଼ର ଗୋଇଠିଦ୍ୱାରା ଦାବି, ତହିଁ ଉପରେ ଡ଼ାହାଣ ଗୋଡ଼ ରଖି ଚେକା ପକାଇ ବସିବାକୁ ହୁଏ ହଠଯୋଗର ୮୪: ଆସନରୁ ଏହା ଏକ—ହିନ୍ଦୀ - ଶ.]