Jump to content

ବଜ୍ରାସ୍ତ୍ର

ଉଇକିଅଭିଧାନ‌ରୁ

ବଜ୍ରାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବଜ୍ର+ଅସ୍ତ୍ର; ରୂପକ)

[ସମ୍ପାଦନା]
୧. ତଡ଼ିତାସ୍ତ୍ର — ୧. Electric weapon.
୨. ଇନ୍ଦ୍ରଙ୍କର ଅସ୍ତ୍ର; ଅଶିନି —୨. Thunderbolt; the weapon of Indra.
୩. ଆଗ୍ନେୟାସ୍ତ୍ର (ଯଥା—ତୋପ, ବନ୍ଧୁକ) —୩. Firearm; gun, cannon etc.