Jump to content

ବଜ୍ରୀ

ଉଇକିଅଭିଧାନ‌ରୁ

ବଜ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବଜ୍ର+ ଅଛି ଯାହାର, ଅର୍ଥରେ ଇନ୍)

[ସମ୍ପାଦନା]
୧. ଇନ୍ଦ୍ର — ୧. Indra.
୨. ତିକଣ୍ଟା ସିଝୁ ଗଛ — ୨. Euphorbia Antiqurum.
୩. ମହିଷ —୩. Buffalo.
୪. ଜୌନ ମୁନି —୪. A J&aline;i̱na saint.