Jump to content

ବଜ୍ର ଗୁପତି

ଉଇକିଅଭିଧାନ‌ରୁ

ବଜ୍ର ଗୁପତି

ଉଚ୍ଚାରଣ

[ସମ୍ପାଦନା]

(ବଜ୍ର ଗୁପ୍ତି—ସଂସ୍କୃତ - ରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଜ୍ରଗୁପ୍ତି)

[ସମ୍ପାଦନା]

ସାଞ୍ଜୁ — Armour.

ନାଶଇ ବିରହ ତପତି, ମାର ଶରକୁ ସେ ବାଳା ବଜ୍ରଗୁପତି ଭଞ୍ଜ. ପ୍ରେମସୁଧାନିଧି