Jump to content

ବଜ୍ର ଦଂଷ୍ଟ୍ର

ଉଇକିଅଭିଧାନ‌ରୁ

ବଜ୍ର ଦଂଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାମ) ରାବଣର ସେନାପତି ରାକ୍ଷସବିଶେଷ — Name of a demon general of Rābaṇa.

ବଜ୍ର ଦଂଷ୍ଟ୍ରକୁ ନିବେଶିଲା ପୂର୍ବରେ ଦକ୍ଷିଣରେ ପ୍ରଶସ୍ତକୁ ସେ ଭଞ୍ଜ. ବୈଦେହୀଶବିଳାସ

୨. ଇନ୍ଦ୍ରଗୋପ (ଦେଖ) - —୨. Indragopa (See)
୩. ଭାଗବତ ଲିଖିତ ଅସୁର (ହିନ୍ଦୀ - ଶ.) —୩. Name of a demon mentioned in the Bhāgabata.