Jump to content

ବଜ୍ର ନଖ

ଉଇକିଅଭିଧାନ‌ରୁ

ବଜ୍ର ନଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବଜ୍ରପରି କଠିନ ନଖ ଯାହାର)

[ସମ୍ପାଦନା]

ବଜ୍ରପରି କଠିନ ନଖଯୁକ୍ତ — Having very hard nails.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନୃସିଂହ —The man-lion incarnation of Bishṇu.