Jump to content

ବଜ୍ର ବାରକ

ଉଇକିଅଭିଧାନ‌ରୁ

ବଜ୍ର ବାରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଛ ଜଣ ମହାତପା ଯେଉଁମାନେ ନାମ ସ୍ମରଣ କଲେ ମନୁଷ୍ୟ ଉପରେ ବଜ୍ର ପଡ଼ିବାର ଭୟ ନ ଥାଏ —Six sages said to prevent thunder if their names are uttered at the time when raining clouds appear in the skky.

[ଦ୍ରଷ୍ଟବ୍ୟ —ଜୈମିନି, ସୁମନ୍ତ, ବୌଶମ୍ପାୟନ, ପୁଲସ୍ତ୍ୟ, ପୁଲହ ଓ ଜିଷ୍ଣୁ ଏହିମାନେ ବଜ୍ର ବାରକ ଅଟନ୍ତି]