Jump to content

ବଜ୍ର ମୂଳି

ଉଇକିଅଭିଧାନ‌ରୁ

ବଜ୍ର ମୂଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜବାଦି ବର୍ଗର କ୍ଷୁପବିଶେଷ; ଔଷଧ ଗୁଳ୍ମବିଶେଷ — A medicinal plant; Sida Cordifolia, Penicillaria Spicata.

[ଦ୍ରଷ୍ଟବ୍ୟ —ଏହାର ପତ୍ରର ମୃଳ ପାନ ପତ୍ରର ମୂଳ ପରି ପତ୍ର ସୂଷ୍ମ ଲୋମଶ ଫୁଲ ହଳଦିଆ ପାଚିଲା ଫଳ ଫାଟି ଗଲେ ୧ ଖଣ୍ଡ ହୋଇଯାଏ ଏହାର ଆଉ ତିନି ଗୋଟି ପ୍ରକାର ଅଛି ୧ ନାଲି—ସଂସ୍କୃତ - ଅତିକଳା ବଙ୍ଗାଳୀ - ଲାଇ ବେଡେଲା ଇଂରାଜୀ - Siba Rhombifolia.:୨. ଧଳା—ସଂସ୍କୃତ - ମହାବଳା ବଙ୍ଗାଳୀ - ଶ୍ୱେତ ବେଡ଼େଲା ଇଂରାଜୀ - Siba Rhomboidia. ୩ ଗୋରଖ ଚାଉଳିଆ—ସଂସ୍କୃତ - ନାଗବଳା ବଙ୍ଗାଳୀ - ଗୋରଖ ଚାଉଲା ଇଂରାଜୀ - Siba Spinosa.]