Jump to content

ବଜ୍ର ଲୌହ

ଉଇକିଅଭିଧାନ‌ରୁ

ବଜ୍ର ଲୌହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ଲୌହ — A ind of iron.

[ଦ୍ରଷ୍ଟବ୍ୟ —ବୈଦିକ ଗ୍ରନ୍ଥମାନଙ୍କରେ ବଜ୍ରଲୌହର ଅନେକ ପ୍ରକାର ଉଲ୍ଲେଖ ଅଛି:—ନୀଳପିଣ୍ଡ, ଅରୁଣାଭ, ମୋରକ, ନାଗକେଶର, ତିତ୍ତିରାଙ୍ଗ, ସ୍ୱର୍ଣ୍ଣବଜ୍ର, ଶୈବାଳବଜ୍ର, ଶୋଣବଜ୍ର, ରୋହିଣୀ, କାଙ୍କୋଳ, ଗ୍ରନ୍ଥିବଜ୍ରକ ଓ ମଦନ—(ହିନ୍ଦୀ - ଶ.)]