ବଜ୍ର ହେବା
ଦେଖଣା
ବଜ୍ର ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଜ୍ର ହେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ବଜ୍ର ପରି କଠିନ ହେବା — ୧. To be as hard thunder.
(ଯଥା—ଦୁଃଖ ସହି ସହି ମୋ ଛାତି ବଜ୍ର ହୋଇ ଗଲାଣି)
- ୨. ଚିରସ୍ଥାୟୀ ହେବା —୨. To ba permanent.
(ଯଥା—ତୋ କାଚ ବା ଖଡ଼ୁ ବା ସିନ୍ଦୂର ବଜ୍ର ହେଉ)