Jump to content

ବଜ୍ୱଜିଆ

ଉଇକିଅଭିଧାନ‌ରୁ

ବଜ୍ୱଜିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଗୋରୁଙ୍କୁ ଧରିବା ଏକପ୍ରକାର ରୋଗ —Name of a cattle disease.

[ଦ୍ରଷ୍ଟବ୍ୟ —ଏଥିରେ ଗୋରୁଙ୍କୁ ଦୁଇ ପାଖର ପଞ୍ଜରାଠାରୁ କାଖ ସନ୍ଧି ପର୍ଯ୍ୟନ୍ତ ଅଂଶ ଚକଡ଼ା ଧରି ଚିତଉ ପିଠା ପରି ଫୁଲେ; ହାତ ମାଇଲେ ବଜ୍ ବଜ୍ ଶୁଭେ ତା ଉପରେ ମାଣ୍ଡିଆ ଚୂନା, ହୁଙ୍କାମାଟିର କାଦୁଅକୁ ଏକତ୍ର ବାଟି କରି ନିଆଁରେ ଗରମ କରି ବୋଳିଲେ ଏ ରୋଗ ଭଲ ହୁଏ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କୀଟସଙ୍କୁଳ ଓ ସଢ଼ା (ଦ୍ରବ୍ୟ ବା ଘାଆ) — ୧. Rotten and full of maggots.
୨. ନାଳ ଓ ଫେନ ମିଶ୍ରିତ (ଝାଡ଼ା) — ୨. (stools) Mixed with froth and mucus.