ବଜ୍ୱଜେଇବା
ଦେଖଣା
ବଜ୍ୱଜେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଜ୍ୱଜେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପୋକ) ଉପୁଚେଇ ହେବା; ଫଳ ବା ଘାଆଆଦିରେ (ପୋକ) ସାଲୁ ସାଲୁ ହେବା —୧. To abound in maggots.
- ୨. ଘାଆ ଆଦି ପୂଜପୂର୍ଣ୍ଣ ହୋଇ ଲତଲତ ହେବା — ୨. To become very soft, due to excessive pus inside (said of a sore, skin or boil).