Jump to content

ବଜ୍ୱଜ୍

ଉଇକିଅଭିଧାନ‌ରୁ

ବଜ୍ୱଜ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. (ଧ୍ୱନ୍ୟନୁକରଣ) ଗୁଡ଼ାଏ ଗପିବା — ୧. Talking too much.
୨. ପଚ୍ ପଚ୍; ଯାହା ଗୋଡ଼ରେ ଦାବି ଦେଲେ ଦବିଯାଏ — ୨. Shifting (soil); yielding to touch or treading.
୩. (ସଂସ୍କୃତ - ପଚ ଧାତୁ)—ପାଚି କରି କୃମିସଙ୍କୁଳ (ଘାଆ) — ୩. (sore) Which has gangreened and is full of maggots.

(ଯଥା—ଘାଆଟା ବଜ୍ ବଜ୍ ହେଲାଣି)

୪. (କୌଣସି ଦ୍ରବ୍ୟରେ କୀଟାଦି) ବହୁପରିମାଣରେ ଦେଖାଯିବା; ସାଲୁ ସାଲୁ —୧. Abounding in (worms).

(ଯଥା—ତା ମୁଣ୍ଡରେ ଉକୁଣା ବଜ୍ ବଜ୍ ହେଉ ଅଛନ୍ତି)

୫. ଦହି ବା ଅନ୍ୟ କୌଣସି ଦ୍ରବ୍ୟ ବହୁକାଳ ରହି ସଢ଼ି ପଚି ଭଡ଼ ଭଡ଼ ହେବା —୫. To rot and ferment (said of state curd and other things).