Jump to content

ବଜ୍ ନିଶ୍

ଉଇକିଅଭିଧାନ‌ରୁ

ବଜ୍ ନିଶ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଜିଂସ୍= ସେହି ପ୍ରକାରେ; ବ= ଅନୁସାରେ+ ଜିଂସ୍= ପ୍ରକାର, ବସ୍ତୁ)

[ସମ୍ପାଦନା]
୧. ଠିକ୍; ତୁଲ୍ୟ; ଅବିକଳ —୧. EXact; copied exactly; tallying exactly.
୨. ଅଭିନ୍ନ —୨. Undistinguishable.