Jump to content

ବଜ୍ ବଜ୍ ହେବା

ଉଇକିଅଭିଧାନ‌ରୁ

ବଜ୍ ବଜ୍ ହେବା

ଉଚ୍ଚାରଣ

[ସମ୍ପାଦନା]

ବଜ୍ର ବଜ୍ର ହେବା, ବାଜୁରୁ ବାଜୁରୁ ହେବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗୁଡ଼ାଏ ବୃଥା ଗପିବା — ୧. To talk too much to no effect.

ଆଉ ଗୁଡ଼ାଏ ବଜର ବଜର କରନାଁ ମିଶ୍ରେ ଫକୀରମୋହନ ଗଳ୍ପସ୍ୱଳ୍ପ

୨. ବଜ୍ୱଜାଇବା (ଦେଖ) - —୨. Baj-bajāibā (See)