Jump to content

ବଞ୍ଚକ

ଉଇକିଅଭିଧାନ‌ରୁ

ବଞ୍ଚକ

ଉଚ୍ଚାରଣ

[ସମ୍ପାଦନା]
(ବଞ୍ଚକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବଞ୍ଚ୍ ଧାତୁ ଣିଚ୍=ବଞ୍ଚି ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]

ପ୍ରତାରକ; ଶଠ —Fraudulent; deceiful; crafty.

ବିଶେଷ୍ୟ -

[ସମ୍ପାଦନା]
୧. ଠକ —୧. A swindler; a cheat.
୨. ଶୃଗାଳ —୨. Jackal.
୩. କୁକୁର —୩. Dog.
୪. ଚୋର —୪. Thief.