ବଞ୍ଚନ
ଦେଖଣା
ବଞ୍ଚନ
ଉଚ୍ଚାରଣ
[ସମ୍ପାଦନା](ବଞ୍ଚନା—ଅନ୍ୟରୂପ)
ସଂସ୍କୃତ - ବି—(ବଞ୍ଚି. ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ପ୍ରବଞ୍ଚନା; ପ୍ରତାରଣ; ଠକିବା; ଶଠତା —୧. Deception; cheating; fraud; deceit; knavery.
- ୨. (ବଞ୍ଚ୍ ଧାତୁ+ ଅନ)— ଯାପନ; ଅତିବାହନ; କ୍ଷେପଣ — ୨. Passing (of time).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଧା ଦେବା —Obstucting.
କରରେ କର ବଞ୍ଚନ ଢ଼ାଳିଲାପରି ଲୋଚନ ହୋଏ କି ମନ ମଞ୍ଚନ ନାହିଁ ବଚନ—ଭଞ୍ଜ. ପ୍ରେମସୂଧାନିଧି