Jump to content

ବଞ୍ଚାଇ କହିବା

ଉଇକିଅଭିଧାନ‌ରୁ

ବଞ୍ଚାଇ କହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ପ୍ରତାରିତ କରିବା — ୧. To diceive.

ବଞ୍ଚାଇ କହିବଟି ସେ କଥା ତାହାଙ୍କୁ—କୃଷ୍ଣସିଂହ. ମହାଭାରତ. ଆଦି

୨. ପରୋକ୍ଷ ଭାବରେ କୌଣସି ବିଷୟ କହିବା — ୨. To say a thing indirectly.
୩. କୌଣସି ବ୍ୟ୍ୟକ୍ତିକୁ ଦୋଷଭାଗୀ ନ କରିବା ପରି କଥା କହିବା —୩. To spea in such a manner so as to save a person from blame.