Jump to content

ବଞ୍ଚାବଞ୍ଚି

ଉଇକିଅଭିଧାନ‌ରୁ

ବଞ୍ଚାବଞ୍ଚି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଞ୍ଜନ)

[ସମ୍ପାଦନା]
୧. ଅନ୍ୟୋଽନ୍ୟରେ ବଞ୍ଚାଇବା — ୧. Practising ddeception on each other or one another.
୨. (ଲକ୍ଷଣାର୍ଥ) ଭୁଲା ଭୁଲି —୨. (figurative) Enticement; inducement; pursuation.

ବୃହସ୍ପତି ବୋଇଲେ ଜହୁଷଠାକୁ ଶଚୀ ଯାଇଣ କଥାରେ କରନ୍ତୁ ବଞ୍ଚାବଞ୍ଚି କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ