Jump to content

ବଞ୍ଚିତ

ଉଇକିଅଭିଧାନ‌ରୁ

ବଞ୍ଚିତ

ଉଚ୍ଚାରଣ

[ସମ୍ପାଦନା]
(ବଞ୍ଚିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବଞ୍ଚ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ପ୍ରତାରିତ — ୧. Cheated; defrauded.
୨. ବିରହିତ —୨. Deprived of.

ଦେଶଜ - ବିଶେଷଣ - (ସଂସ୍କୃତ - ବାଚ୍ୟ)

[ସମ୍ପାଦନା]

ନିନ୍ଦିତ —Blamed.

ସେ କିପ୍ର ବଞ୍ଚିତ ଜୀବନ ଏମନ୍ତେ ଗଲା କେତେ ଦିନ ଜଗନ୍ନାଥ. ଭାଗବତ