ବଞ୍ଚି ଆସିବା
ଦେଖଣା
ବଞ୍ଚି ଆସିବା
ଉଚ୍ଚାରଣ
[ସମ୍ପାଦନା](ବଞ୍ଚିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବଞ୍ଚି ଆସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବିପଦ ବା ଆସନ୍ନ ମୃତ୍ୟୁରୁ ଉଦ୍ଧାର ପାଇବା —To escape with one's life from impending death or danger.
ସୁଯୋଗୁଁ ସିନା ବଞ୍ଚି ଅଇଲୁଚେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ