Jump to content

ବଞ୍ଚୁକ

ଉଇକିଅଭିଧାନ‌ରୁ

ବଞ୍ଚୁକ

ଉଚ୍ଚାରଣ

[ସମ୍ପାଦନା]
(ବଞ୍ଚୁକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବଞ୍ଚ୍ ଧାତୁ+ କର୍ତ୍ତୃ. ଉକ)

[ସମ୍ପାଦନା]

ଠକ; ପ୍ରତାରକ — Crafty; fradulent; deceitful.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଲୁଆ —jackal.

ବଞ୍ଚୁକ ପରାୟେ ତେବେ ମୁଖରେ ଅନଳ ଜବେ ଦେଖାଇ ନାଶ ଭୀରୁବ ହେଲେ ଦୂଷିଳେ ଭଞ୍ଜ, ବୈଦେହୀଶବିଳାସ