Jump to content

ବଞ୍ଜର

ଉଇକିଅଭିଧାନ‌ରୁ

ବଞ୍ଜର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହିନ୍ଦୀ; ଢୁଳ. ସଂସ୍କୃତ - ବନ୍ଧ୍ୟା)

[ସମ୍ପାଦନା]
୧. ଅନାବାଦି ବା ପଡ଼ିଆ ଜମି — ୧. Waste land.
୨. ଢ଼ିପ ଜମି —୨. High land.
୩. ଯେଉଁ ଜମିରେ କୌଣସି ଫସଲ ହୁଏ ନାହିଁ — ୩. Barren and unproductive land.