Jump to content

ବଟକ

ଉଇକିଅଭିଧାନ‌ରୁ

ବଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଟ+ ସ୍ୱାର୍ଥେ. କ)

[ସମ୍ପାଦନା]

ବିରି ଆଦିର ବଡ଼ା; ଘୃତ ବା ତୈଳପକ୍ୱ ଗୋଲାକାର ପିଷ୍ଟକ —୧. A round thick pastry cake.

୨. ବିରି ବାଟି କରି ତହିଁରେ ପ୍ରସ୍ତୁତ ହୋଇଥିବା ଗୋଲାକାର ଗୁଳା; ବଡ଼ି —୨. A ball of corn-paste dried and stored for being used in the prepara tion of curry.
୩. ଏକତୋଳା ବା ୮ ମଶା ଓଜନର ପରିମାଣ — ୩. A standard weight corresponding to the weight of one silver rupee.
୪. ବଟୀ (ଦେଖ) - —୪. Baṭī.