Jump to content

ବଟକରା

ଉଇକିଅଭିଧାନ‌ରୁ

ବଟକରା

ଉଚ୍ଚାରଣ

[ସମ୍ପାଦନା]

ବଟ ଖରା, ବଟ ଖେରା ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଟକ)

[ସମ୍ପାଦନା]

ନିକିତିଦ୍ୱାରା ପଦାର୍ଥମାନ ଓଜନ କରିବା ନିମନ୍ତେ ବ୍ୟବହୃତ ଧାତୁ ବା ପଥରର ଗୋଟିକା —Small pieces of metal or stone used as standard weights to weigh articles in a balance.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ବଟା; କଳଙ୍କ; ଅପବାଦ — Staim; stigma.