Jump to content

ବଟକୃଷ୍ଣ

ଉଇକିଅଭିଧାନ‌ରୁ

ବଟକୃଷ୍ଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବଟ ଶାୟୀ କୃଷ୍ଣ)

[ସମ୍ପାଦନା]

ଭଗବାନଙ୍କ ନାମ — A name of Bishṇu.

[ଦ୍ରଷ୍ଟବ୍ୟ —ପୁରାଣରେ ଉଲ୍ଲେଖ ଅଛି ଯେ ପ୍ରଳୟ ସମୟରେ ବିଷ୍ଣୁ କଳ୍ପବଟ ଗଛର ପତ୍ର ଉପରେ ଶୋଇ ଭାସୁଥିଲେ ଏହି କଥାକୁ ଲକ୍ଷ୍ୟ କରି ଏ ଶବ୍ଦ ବ୍ୟବହୃତ ହୋଇଅଛି]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷ ଲୋକଙ୍କୁ ଦିଆଯିବା ନାମ — A names given to males.

[ଦ୍ରଷ୍ଟବ୍ୟ —ଆଦରାର୍ଥକ ରୂପ—ବଟ, ବଟି, ବଟୁ ଅନାଦରାର୍ଥକ ରୂପ—ବଟିଆ, ବଟୁଆ]


ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷ ଲୋକଙ୍କ ଦିଆଯିବା ନାମ — Name given to males.