ବଟାଇବା
ଦେଖଣା
ବଟାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବର୍ତ୍ତନ୍; ବୃତ୍ତ ଧାତୁ ଣିଜନ୍ତ)
[ସମ୍ପାଦନା]ବାଟିବା କ୍ରିୟାର ଣିଜନ୍ତ ରୂପ —The causative form of 'Bāṭibā'.
- ୧. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ପଦାର୍ଥକୁ ଶିଳରେ ପେଷଣ କରାଇବା —୧. To cause a thing to be brui sed or pestled.
- ୨. ବଟା ବଟି କରବା (ଦେଖ) - ୨. Baṭā baṭi karibā (See)
ଗ୍ରାମ୍ୟ - କ୍ରି.
[ସମ୍ପାଦନା](ପ ସ୍ଥାନରବ ଉଚ୍ଚାରଣ) ପଠାଇବା — To send.