Jump to content

ବଟାବଟି କରିବା

ଉଇକିଅଭିଧାନ‌ରୁ

ବଟାବଟି କରିବା

ଉଚ୍ଚାରଣ

[ସମ୍ପାଦନା]

(ପଟାପଟି କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଣ୍ଡାଇବା; ମିଛ କଥା କହି କୌଣସି ବ୍ୟକ୍ତିକୁ ବୋଧସୋଧ କରାଇବା — ୧. To inveigle; to satisfy by hook or crook.
୨. ଠକିବା —୨. To cheat.