ବଟାଳି
ଦେଖଣା
ବଟାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଟାଳି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତଳ; ପ୍ରା. ବଟୁଆ)
[ସମ୍ପାଦନା]- ୧. ଯେଉଁ ଲୋକ କୌଣସି ପଦାର୍ଥକୁ ଶିଳରେ ପେଷିଣ କରେ —୧. One who bruses or pounds a thing in a pestle.
- ୨. (ସଂସ୍କୃତ - ବଣ୍ଟାଳା=ଖନିତ୍ରକ; ସଂସ୍କୃତ - ବଣ୍ଟ=ଅସ୍ତ୍ରର ବେଣ୍ଟ) କାଠରେ ଦୀର୍ଘ ଛିଦ୍ର କରିବା ନିମନ୍ତେ ବ୍ୟବହୃତ କାଠର ବେଣ୍ଟ ଲାଗିଥିବା ବଢ଼େଇର ଯନ୍ତ୍ର ବିଶେଷ —୨. Chisel.
[ଦ୍ରଷ୍ଟବ୍ୟ —ଏହାର ଦାଢ଼ ବା ପାତ ଚଉଡ଼ା ଏ ଯନ୍ତ୍ର ନାନା ପ୍ରକାର, ଯଥା—ଚଉଡ଼ା ମୁହାଁ. ସରୁମୁହାଁ. ବାଙ୍କ ମୁହାଁ, ଗୋଲ ମୁହାଁ, ଇତ୍ୟାଦି ବଟାଳିରେ କାଠବେଣ୍ଟ ଲାଗିଥାଏ, କିନ୍ତୁ ନିହାଣରେ ବେଣ୍ଟ ନଥାଏ]