ବଟାଳିବା
ଦେଖଣା
ବଟାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଟାଳିବା
|
ଦେଶଜ - କ୍ରି—(ସଂସ୍କୃତ - ବର୍ତ୍ତୁଳ; ସଂସ୍କୃତ - ବଣ୍ଟାଳା= ଖଣତି)
[ସମ୍ପାଦନା]ଡ଼ଙ୍ଗାର ତଳପଟାମାନଙ୍କ ସନ୍ଧି ମଧ୍ୟରେ ଗଛର ଛାଲ ବା ଝୋଟ ଆଦିକୁ ବଟାଳିରେ ଦାଢିଦ୍ୱାରା ଭରତି କରି ଫାଟ ବନ୍ଦ କରିବା —୧. To thrust jute or other strong fibres in to the crevices of the planks of so that there will be no leakind.
- ୨. ବଟାଳିଦ୍ୱାରା କାଠ କାଟିବା — ୨. To cut wood with the chisel.