ବଟା ନମ୍ୱର
ଦେଖଣା
ବଟା ନମ୍ୱର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଟା ନମ୍ୱର
|
ବୈଦେଶିକ - ବିଶେଷ୍ୟ - (ହିନ୍ଦୀ; ସେଟ୍ଲମେଣ୍ଟରେ ବ୍ୟବହୃତ ବ୍ୟବହୃତ ଶବ୍ଦ)
[ସମ୍ପାଦନା]ଏକ ଖଣ୍ଡ କ୍ଷେତ୍ରରୁ ଗୋଟିଏ ଅଂଶ ବାହାର କରି ନେଲେ ଅସଲ କ୍ଷେତ୍ରରେ ପ୍ରଥମେ ଯେଉଁ ନମ୍ୱର ଥାଏ ତହିଁ ତଳେ ଭଗ୍ନାଂଶ ଦେଇ ନୂତନ କ୍ଷେତ୍ରକୁ ଚିହ୍ନଟ କାରାଯିବା ନମ୍ୱର; ଫ୍ରାକ୍ସନ୍ ନମ୍ୱର —A fracr tiona; number given to a plot of land carved out separated from a bigge plot of land having an original number.