Jump to content

ବଟି

ଉଇକିଅଭିଧାନ‌ରୁ

ବଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି— (ସଂସ୍କୃତ - ବାର୍ତ୍ତା, ପ୍ରା, ବାଟ୍ଟୁ=ଦ୍ରବ୍ୟ ପ୍ରସ୍ତୁତ କରିବା ମଜୁରୀ)

[ସମ୍ପାଦନା]
୧. ମୁଦ୍ରା ଭଙ୍ଗାଇବା ନିମନ୍ତେ ଦେୟ ଶୁକ୍ଳ ୧. Commission paid for exchanging one sort of coin in to another
୨. ମାସୁଲ; ଶୁକ୍ଲ; ଟିକସ — ୨. Tax; cess; customs.

(ଯଥା—ଶଗଡ଼ ବଟୀ=ଶଗଡ଼ ଗାଡ଼ି କେତେକ ସମୟ ଅନ୍ୟ ବ୍ୟକ୍ତିର ଜମିରେ ବିଶ୍ରାମ କଲେ ଭୁସ୍ୱାମୀକୁ ଶକଟ ସ୍ୱାମୀ ଦେବା ଶୁକ୍ଳ)

୩. (ଆଦରାର୍ଥକ) ବଟକୃଷ୍ଣର ଡ଼ାକନାମ —୩. A name for calling Baṭakṛshṇā