Jump to content

ବଟିଆ

ଉଇକିଅଭିଧାନ‌ରୁ

ବଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତିକା, ପ୍ରା. ବଟ୍ଟିଆ)

[ସମ୍ପାଦନା]

ଭୁତାଦି ଭୟରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ଜଡ଼ିବୁଟି ରଖିବା ନିମନ୍ତେ ବ୍ୟବହୃତ ଧାତୁର ଫରୁଆ —A metal pot for containing. charms and herbs.

୨. ଯେ ଭଣ୍ଡା ଭଣ୍ଡି କରି ଲୋକଙ୍କୁ ଭୁଲାଏ; ଠକ — ୨. A inveigler; a cheat.
୩. (ଅନାଦରାର୍ଥକ) ବଟକୃଷ୍ଣର ଡ଼ାକ ନାମ — ୩. Name for calling Baṭkṛaushna