Jump to content

ବଟୀ

ଉଇକିଅଭିଧାନ‌ରୁ

ବଟୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଟ+ଈ)

[ସମ୍ପାଦନା]
୧. ବଟ ଜାତୀୟ ବୃକ୍ଷବିଶେଷ — ୧. A species of Ficus Indidus.

[ଦ୍ରଷ୍ଟବ୍ୟ —ଏହା ଔଷଧରେ ବ୍ୟବହୃତ ହୁଏ]

୨. ବଡ଼ି; ବଟିକା (ହିନ୍ଦୀ - ଶ) — ୨. Pill.
୩. ବିଡ଼ା; ପିଷ୍ଟକବିଶେଷ (ହିନ୍ଦୀ - ଶ) — ୩. A kind of pastry cake.