ବଟୁ
ଦେଖଣା
ବଟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଟ୍ ଧାତୁ=କହିବା+ସଂଜ୍ଞାର୍ଥେ; ଉ)
[ସମ୍ପାଦନା]- ୧. ବ୍ରାହ୍ମଣ କୁମାର —୧. A Brāhmaṇa boy.
- ୨. ବାଳକ —୨. Boy.
- ୩. ଗୁରୁଙ୍କ ନିକଟରେ ଅଧ୍ୟୟନ କରୁଥିବା ଛାତ୍ର — ୩. A student.
- ୪. ବାଳକ ବ୍ରହ୍ମଚାରୀ ଛାତ୍ର —୪. A Brāhmaṇa student reading the Bedas by staying in the house of the preceptor.
[ଦ୍ରଷ୍ଟବ୍ୟ —ଉପନୟନ ପରେ ବିବାହ ପର୍ଯ୍ୟନ୍ତ ବ୍ରହ୍ମଚାରୀ ଅବସ୍ଥାରେ ଗୁରୁ ଗୃହରେ ରହିବା ବ୍ରାହ୍ମଣ କୁମାରକୁ ବଟୁ ବୋଲାଯାଏ]
- ୫. ଅଜ୍ଞାନ ବା ନିର୍ବୋଧ ବ୍ୟକ୍ତି —୫. A fool or stupid or ignorant person.
ଅନୁବାଦ
[ସମ୍ପାଦନା]ବଟୁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା][[]] ୧ ବଡ଼ୁ ]] ୨ (ଦେଖ) - — ;୧. Baṟḍ̠u ୨ (See)
- ୨. ବୈଦିକ କ୍ରିୟା କରିବା ସମୟରେ କ୍ରିୟାକର୍ତ୍ତା ଆଙ୍ଗୁଠିରେ କୁଶର ଯେଉଁ ଅଙ୍ଗୁରୀୟକ ପିନ୍ଧନ୍ତି; କୁଶବଟୁ —୨. A ring of Kuṡa grass worn by a person performing vedic rites.
ପୂଣ୍ୟକାଳକୁ ମଉନ ମହଁରେ ହାତେ ବାନ୍ଧିବସ୍ତୁ ବଟୁ-ଭିକାରୀ. ଗୀତଲହରୀ
- ୩. (ଆଦରାର୍ଥକ) ବଟକୃଷ୍ଣର ଡ଼ାକ ନାମ — ୩. A name for calling Baṭakṛushṇa.