Jump to content

ବଟୁଳା ଭୋଗ

ଉଇକିଅଭିଧାନ‌ରୁ

ବଟୁଳା ଭୋଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସକାଳେ ରନ୍ଧା ହୋଇଥିବା ଅନ୍ନକୁ ଗୋଟିଏ ବାଟୁଳା କରି ରଖି ସନ୍ଧ୍ୟାବେଳେ ତାହାଙ୍କୁ ଠାକୁରଙ୍କ ନିକଟରେ ନୈବେଦ୍ୟରୂପେ ଅର୍ପଣ କରିବା —Offerings of a ball of rice to an Idol in the evening, having kept it apart out of the rice cooked in the morning and offered to the Idol.